Posted On: April 18th 2025, 07:49 am
ଓଡ଼ିଆ ନବବର୍ଷ ରେ ରେଭେନ୍ଶା ଓଡ଼ିଆ ବିଭାଗ ଦ୍ୱାରା ଆୟୋଜିତ ଓଡ଼ିଆ ବିଷୁବ ମିଳନ, କବିତା ଓ ଗଳ୍ପ ଆସର ରେ ଯୋଗ ଦେବା ଅବସର ରେl
ଇଂରାଜୀ ନବ ବର୍ଷ କୁ ଆମେ ଯଉଁଭଳି ଭାବରେ ପାଳୁଛେ ତାଠୁ ଅଧିକ ବଡ ଆକାର ରେ ଓଡ଼ିଆ ନବବର୍ଷ ଆମେ ପାଳିବା ପାଇଁ ପ୍ରୟାସ କରିବା ଦରକାରl ଆଉ ଯଉଁଭଳି ଭାବରେ ଆମେ 31 ଡ଼ିସେମ୍ବର କୁ ପାଳୁଛେ ସେଇଭଳି ଭାବରେ ଆମେ 13 ଏପ୍ରିଲ କୁ ବିଦାୟ ଦେଇ 14 ଏପ୍ରିଲ ଵା ଆମ ନୂଆ ବର୍ଷ କୁ ସ୍ୱାଗତ କରିବା ର ମାନସିକତା ଆଣିବା କଥା କାରଣ ଆମ କଳା ଓ ସଂସ୍କୃତି ହିଁ ଆମ ପରିଚୟl
#odia #odianewyear