Posted On: November 3rd 2026, 07:54 am
🌺✨ ଆଉ ମାତ୍ର ଅଳ୍ପ କିଛି ଦିନର ଅପେକ୍ଷା... ❤️ ନିଜର ଅପୂର୍ବ ଦିବ୍ୟ ରୂପ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ବିରଗୋବିନ୍ଦପୁର ଶାସନର ଆରାଧ୍ୟା ଓ ଅଧିଷ୍ଠାତ୍ରୀ ଦେବୀ ମା' ଦକ୍ଷିଣକାଳୀ। ❤️🔱🌺
🪔 ମା'ଙ୍କ ଆଗମନରେ ଭକ୍ତିମୟ ହୋଇଉଠିବ ସମଗ୍ର ପରିବେଶ। 🙏✨ ମା'ଙ୍କ କୃପା ସମସ୍ତଙ୍କ ଉପରେ ଏମିତି ଅତୁଟ ରହିଥାଉ। 🌸❤️🙏🏻
🔱🙏🏻❤️ ଜୟ ମା' ଦକ୍ଷିଣକାଳୀ ❤️🙏🏻🔱
#viralreels #puri #trendingpost #diwali #biragobindapurdakhinakali
Load More