Posted On: April 27th 2025, 04:41 pm
#OPSC_ପରୀକ୍ଷାରେ_ତ୍ରୁଟି_ହେବା_ଦୁର୍ଭାଗ୍ୟଜନକ
ଯେଉଁ ଅଫିସର OPSC ପରୀକ୍ଷା କଣ୍ଟ୍ରୋଲ୍ କରୁଛନ୍ତି ତାଙ୍କ ଉତ୍ତରଦାୟିତ୍ବରେ ଅଭାବ ରହୁଛି । ଏଭଳି ତ୍ରୁଟି ବାରମ୍ବାର ହେଉଛି । ଏଭଳି ଅଫିସରଙ୍କୁ ବଦଳାଇବା ଦରକାର : ରଘୁନାଥ ପଣ୍ଡା
#KanakNews #OPSC #Odisha