Posted On: October 19th 2026, 10:16 am
🙏🌺 ବିନୋଦ ବିହାରୀ ବାଳୁ ବଜାର ଦୁର୍ଗା ପୂଜା କମିଟି 🌺🙏
🔥✨ କଟକ ସହରର ପ୍ରଥମ ଦୁର୍ଗା ପୂଜା ମେଳାର ଗୌରବମୟ ପରମ୍ପରା ✨🔥
🙏❤️ କଟକ ସହରର ପ୍ରଥମ ଦୁର୍ଗା ପୂଜା ମେଳାର ପବିତ୍ର ଅବସରରେ ମାଆଙ୍କର ଦିବ୍ୟ ଶ୍ରୀମୁଖ ଦର୍ଶନ ❤️🙏
🌺👑 ମାଆଙ୍କ ଆଗମନରେ ଭକ୍ତିମୟ ହୋଇଉଠିଛି ସମଗ୍ର ପରିବେଶ। ମାଆଙ୍କ ଅପୂର୍ବ ସୌନ୍ଦର୍ଯ୍ୟ, ଦିବ୍ୟ ରୂପ ଓ ଆଶୀର୍ବାଦରେ ଭରିଯାଉ ସମସ୍ତଙ୍କ ଜୀବନ। 🌺✨
🙏❤️ ଜୟ ମାଆ ଦୁର୍ଗା ❤️🙏
🌺 ଶୁଭ ଶାରଦୀୟ ଦୁର୍ଗା ପୂଜା ୨୦୨୬ 🌺
#cuttack #maa
#durgamaa #durgapuja #durgapuja2026