Instagram story viewer> @__oesa__> Posts
711
followers
25
following
“Together for Change, Together for Progress”
POSTS STORIES REELS TAGGED
"Heartiest congratulations on being appointed as the Zone President in OESA! 🚀 Your dedication, leadership, and hard work have truly paid off. Wishing you grand success in leading your team to new heights. ✨ #OESA #Leadership #Congratulation". taken in Bhubaneswar,Orissa by @__oesa__
5
5 days ago
Download
ଆଉ ସହ୍ୟ କରାଯିବ ନାହିଁ! 🚨
ସେଣ୍ଟୁରିୟନ୍ ୟୁନିଭରସିଟିରେ ବାରମ୍ବାର ସେହି ଖାଦ୍ୟ ସମସ୍ୟା, ଯାହାର ଭିଡିଓ ଏବଂ ଫଟୋ ପ୍ରମାଣ ଆମ ପାଖରେ ଅଛି।
OESA ଗ୍ରାଉଣ୍ଡ ରିଅଲିଟି ଯାଞ୍ଚ କରି ସମସ୍ତ ପିଲାଙ୍କ ସହ କଥା ହୋଇଛି। ଆମେ କଥା ଦେଉଛୁ—ଏହା ଆଉ କେବେବି ହେବ ନାହିଁ। ମ୍ୟାନେଜମେଣ୍ଟ ସହ ଆଲୋଚନା ପରେ ସେମାନେ ମଧ୍ୟ ଏହାକୁ ନେଇ କଡ଼ା ପଦକ୍ଷେପ ନେବାକୁ ଆଶ୍ୱାସନା ଦେଇଛନ୍ତି। OESA ସବୁବେଳେ ସେଣ୍ଟୁରିୟନ୍ ର ପ୍ରତ୍ୟେକ ଛାତ୍ରଙ୍କ ସହ ଛିଡା ହୋଇଛି! 🤝🔥#oesa #centurianuniversity #cutm taken in Centurion University Bhubneshwar by @__oesa__
4
16 days ago
Download
 by @__oesa__
18
a day ago
Download
ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ମୋତେ ଭୁବନେଶ୍ୱର ଜୋନ ସଭାପତି ଭାବେ ମନୋନୀତ କରିଥିବାରୁ  ମୁଁ ଆମ ସଂଘର ପ୍ରାଣକର୍ତ୍ତା  ବଡ ଭାଇ ମାନ୍ୟବର ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ ଓ ସଂଘର ଆବାହକ ବଡ ଭାଇ ସୁମନ କୁମାର ସାହୁ, ରାଜେଶ ପାଣି,ସହଅବାହକ ବଡଭାଇ ଗୋପାଳ କୃଷ୍ଣ ସାହୁ ଏବଂ ରାଜ୍ୟ ସଭାପତି ଅରିୟାନଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ତତସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।
ଏହି ସଂଘର ସମସ୍ତ ନୂତନ କର୍ମକର୍ତ୍ତା ବୈଷୟିକ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ। taken in Bhubaneswar, India by @__oesa__
104
2 days ago
Download
ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ମୋତେ କଟକ ଜୋନ ରେ ସଭାପତି ଭାବେ ମନୋନୀତ କରିଥିବାରୁ  ମୁଁ ଆମ ସଂଘର ପ୍ରାଣକର୍ତ୍ତା  ବଡ ଭାଇ ମାନ୍ୟବର ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ ଓ ସଂଘର ଆବାହକ ବଡ ଭାଇ ସୁମନ କୁମାର ସାହୁ ଓ ରାଜେଶ ପାଣି ଏବଂ ସହଅବାହକ ବଡଭାଇ ଗୋପାଳ କୃଷ୍ଣ ସାହୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ତତସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।
ଏହି ସଂଘର ସମସ୍ତ ନୂତନ କର୍ମକର୍ତ୍ତା ବୈଷୟିକ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ। taken in Cuttack, Odisha by @__oesa__
7
4 days ago
Download
ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ମୋତେ ଭୁବନେଶ୍ୱର ଜୋନ ସଭାପତି ଭାବେ ମନୋନୀତ କରିଥିବାରୁ  ମୁଁ ଆମ ସଂଘର ପ୍ରାଣକର୍ତ୍ତା  ବଡ ଭାଇ ମାନ୍ୟବର ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ ଓ ସଂଘର ଆବାହକ ବଡ ଭାଇ ସୁମନ କୁମାର ସାହୁ, ରାଜେଶ ପାଣି,ସହଅବାହକ ବଡଭାଇ ଗୋପାଳ କୃଷ୍ଣ ସାହୁ ଏବଂ ରାଜ୍ୟ ସଭାପତି ଅରିୟାନଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ତତସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।
ଏହି ସଂଘର ସମସ୍ତ ନୂତନ କର୍ମକର୍ତ୍ତା ବୈଷୟିକ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ। 🥰🙏🏻 taken in Bhubaneswar, India by @__oesa__
60
5 days ago
Download
ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ମୋତେ Zone presidentଭାବେ ମନୋନୀତ କରିଥିବାରୁ  ମୁଁ ଆମ ସଂଘର ପ୍ରାଣକର୍ତ୍ତା  ବଡ ଭାଇ ମାନ୍ୟବର ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ ଓ ସଂଘର ଆବାହକ ବଡ ଭାଇ ସୁମନ କୁମାର ସାହୁ ଓ ରାଜେଶ ପାଣି ଏବଂ ସହଅବାହକ ବଡଭାଇ ଗୋପାଳ କୃଷ୍ଣ ସାହୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ତତସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।
ଏହି ସଂଘର ସମସ୍ତ ନୂତନ କର୍ମକର୍ତ୍ତା ବୈଷୟିକ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ। by @__oesa__
0
5 days ago
Download
ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନର ହଷ୍ଟେଲମାନଙ୍କରେ ମିଳୁଥିବା ନିମ୍ନମାନର ଖାଦ୍ୟକୁ ନେଇ ‘ଓଡ଼ିଶା ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ଆସୋସିଏସନ୍’ (OESA) ପକ୍ଷରୁ କଡ଼ା ପ୍ରତିବାଦ କରାଯାଇଛି।
📌 ଆମର ମୁଖ୍ୟ ଦାବି:
✔️ ହଷ୍ଟେଲ ମେସ୍ ଓ କ୍ୟାଣ୍ଟିନ୍ରେ ଖାଦ୍ୟର ଗୁଣବତ୍ତା ବୃଦ୍ଧି।
✔️ ଖାଦ୍ୟ ନିଗମ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ।
✔️ କଠିନ ପ୍ରଶାସନିକ ନିୟମ ଓ ଅଡିଟ୍ ବ୍ୟବସ୍ଥା ଲାଗୁ।
ଯଦି ଏଥିରେ ସୁଧାର ନ ଆସେ, ତେବେ ଆଗାମୀ ଦିନରେ OESA ପକ୍ଷରୁ ଆହୁରି ବ୍ୟାପକ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ।
#OESA #OdishaEngineeringStudents #StudentRights #QualityFood #HostelMessIssues taken in Bhubaneswar, India by @__oesa__
4
10 days ago
Download
OESA ⚜️ 
Stands for students, for their success for their future 
#oesa #cgu #unity #engineeringstudent by @__oesa__
0
12 days ago
Download
"ଛାତ୍ରଛାତ୍ରୀଙ୍କ ସମସ୍ୟା ପାଇଁ OESA ର ସିଧାସଳଖ ପଦକ୍ଷେପ! ⚠️

ଆଜି OESA ଟିମ୍ GIET କଲେଜ ଗସ୍ତ କରି ମ୍ୟାନେଜମେଣ୍ଟ ସହ ଗମ୍ଭୀର ଆଲୋଚନା କରିଛି ଏବଂ ଛାତ୍ରମାନଙ୍କ ସମସ୍ୟା ସେମାନଙ୍କ ଆଗରେ ରଖିଛି।

ପିଲାଙ୍କ ସ୍ୱାସ୍ଥ୍ୟ ସହ ଆଉ କୌଣସି ବୁଝାମଣା କରାଯିବ ନାହିଁ। ମ୍ୟାନେଜମେଣ୍ଟ ଏବଂ ଫୁଡ୍ ସେଫ୍ଟି ବିଭାଗ ସହ କଥା ହୋଇ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।

#OESA #GIET #StudentSupport #OdishaStudents #JusticeForStudents" taken in GIET,Bhubaneswar by @__oesa__
0
14 days ago
Download
A new beginning🙏

#bhubaneswar #oesa #odisha #polytics #aryankdp taken in Bhubaneswar, India by @__oesa__
7
14 days ago
Download
Connecting with Youth. Listening to Ideas. Building Tomorrow. 🤝✨
OESA — Odisha Engineering Students’ Association ने Youth Connect Programme में सहभागिता की और युवाओं के साथ meaningful interaction का अवसर मिला।
|
Because the future is shaped when we connect, listen and grow together.
|
#oesa #youthconnect #explorepage #odisha #_akt_creations_ taken in Bhubaneswar, India by @__oesa__
0
14 days ago
Download

Download All

Save the photos and videos currently loaded on this page.

0Photos
0Videos
Ready to download 0 / 0

Keep this tab open until your download is ready.

back to up