Instagram story viewer> @bjp4odisha> Posts
211.6K
followers
37
following
Official instagram account of Bharatiya Janata Party, Odisha Pradesh
POSTS STORIES REELS TAGGED
The youth of Odisha chose Rashtravaad over Congress’s divisive politics.

#YuvaShaktiWithModiji by @bjp4odisha
0
2 hours ago
Download
ଓଡ଼ିଶାରେ ABVPର ବିଜୟ “ଦେଶବିରୋଧୀ ତତ୍ତ୍ୱଙ୍କୁ ଯୁବଶକ୍ତିର କଡ଼ା ଜବାବ”।
— ମାନନୀୟ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ by @bjp4odisha
1
7 hours ago
Download
ପବିତ୍ର ମହାଷ୍ଟମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । by @bjp4odisha
5
11 hours ago
Download
ମା' ମହାଗୌରୀଙ୍କ ପୂଜା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । by @bjp4odisha
4
12 hours ago
Download
ଡବଲ ଇଞ୍ଜିନ ସରକାରରେ ନିବେଶକୁ ମିଳୁଛି ଗତି, ଯୁବକଯୁବତୀଙ୍କ ପାଇଁ ସୃଷ୍ଟି ହେଉଛି ନିଯୁକ୍ତି ସୁଯୋଗ । ଯାଜପୁରର କଳିଙ୍ଗନଗରରେ ₹୩୯,୩୮୩ କୋଟିର  ୪୬ ଶିଳ୍ପ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ । by @bjp4odisha
7
20 hours ago
Download
ଲୋକଙ୍କ ସରକାରରେ ଚାଷୀଙ୍କ ସ୍ୱପ୍ନକୁ ମିଳୁଛି ନୂଆ ଦିଗ, କୃଷି ଉଦ୍ୟୋଗ ଜରିଆରେ ସ୍ୱାବଲମ୍ବୀ ହେଉଛନ୍ତି ଚାଷୀ। ରୋଜଗାରର ନୂଆ ସୁଯୋଗ ସହ ଆତ୍ମନିର୍ଭରତାର ପଥ ଦେଖାଉଛି କୃଷି ଉଦ୍ୟୋଗ ଯୋଜନା। by @bjp4odisha
4
21 hours ago
Download
ଦେଶର ଯୁବଶକ୍ତି ମିଥ୍ୟା, ଭ୍ରମ ଏବଂ ଅରାଜକତା ଶକ୍ତି ସହିତ ନ ରହି, ରାଷ୍ଟ୍ର ପ୍ରଥମ ବିଚାରଧାରା ସହିତ ଅଛନ୍ତି ।
~ ମାନନୀୟ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ by @bjp4odisha
16
a day ago
Download
୨୪ ବର୍ଷ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ, ନିଜ ନିର୍ବାଚନମଣ୍ଡଳୀର ଛାତ୍ର ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇ ପାରିଲେ ନାହିଁ ନବୀନ । by @bjp4odisha
43
a day ago
Download
‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହ ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି ରାଜ୍ୟର ଯୁବଶକ୍ତି । by @bjp4odisha
8
a day ago
Download
ଦାୟିତ୍ୱ ପାଇବା ପରେ ଓଡ଼ିଶା ଆସିଥିବା ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜ ମୋହନ ରାମଙ୍କୁ ବିମାନବନ୍ଦରଠାରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି ଏବଂ ଦଳୀୟ ନେତୃବୃନ୍ଦ ଭେଟି ରାଜ୍ୟକୁ ସ୍ୱାଗତ ଜଣାଇଛନ୍ତି । by @bjp4odisha
3
a day ago
Download
Instead of proving their worth, they’re simply copying the Bangladesh model. by @bjp4odisha
3
a day ago
Download
ଲୋକଙ୍କ ସରକାରରେ ଗାଁର ସ୍ୱରକୁ ମିଳୁଛି ସମ୍ମାନ । ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ₹୫୬.୫୫ କୋଟି ମଞ୍ଜୁର ହୋଇଛି । by @bjp4odisha
0
a day ago
Download

Download All

Save the photos and videos currently loaded on this page.

0Photos
0Videos
Ready to download 0 / 0

Keep this tab open until your download is ready.

back to up