Instagram story viewer> @dm_dhenkanal> Posts
POSTS STORIES REELS TAGGED
Download All
ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ, ଆଇଏଏସ୍, ଢେଙ୍କାନାଳ ଜିଲ୍ଲା ଗ୍ରସ୍ତ କରି ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟ ଓ ଜୀବିକା ଆଦି ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଏହି ସବୁ କ୍ଷେତ୍ର ସମ୍ବନ୍ଧୀୟ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।
@cmo_odisha 
@ipr_odisha by @dm_dhenkanal
0
2 days ago
Download
ଆଜି ଭୁବନ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ I ଏହାସହ CMRF ଓ ରେଡକ୍ରସ ପାଣ୍ଠିରୁ ଆର୍ଥିକ ଦୃଷ୍ଟିରୁ ଅସହାୟ ବ୍ୟକ୍ତିଙ୍କୁ ମୋଟ ୫ ୫ ,୦୦୦ ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା।
@cmo_odisha 
@ipr_odisha by @dm_dhenkanal
0
2 days ago
Download
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁରଠାରେ ଆଜି ଅମର ସହିଦ ବୀର ବାଜି ରାଉତଙ୍କ ୮୯ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ରାହ୍ମଣୀ ନଦୀକୂଳରେ ତିଳତର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ବୀର ବାଜି ରାଉତଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା।
@cmo_odisha 
@culturedeptt_od 
@ipr_odisha by @dm_dhenkanal
0
3 days ago
Download
ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ସ୍ୱର୍ଗତ ଦୁର୍ଗାବତୀ ରାଉତଙ୍କୁ ତାଙ୍କର ମହାନ ଅଙ୍ଗଦାନ ପାଇଁ ରାଜ୍ୟ ସମ୍ମାନ ପ୍ରଦାନ ସହ ଆରକ୍ଷୀ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ୪୪ ବର୍ଷୀୟା ଦୁର୍ଗାବତୀ ନିଜର କିଡ୍‌ନୀ ଓ ଯକୃତ (ଲିଭର) ଦାନ କରିବାକୁ ସମ୍ମତି ପ୍ରଦାନ କରିଥିଲେ। ତାଙ୍କର ଏହି ମହତ୍ କାର୍ଯ୍ୟ ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ଯୋଗାଇବ।
@cmo_odisha 
@odisha_home 
@ipr_odisha by @dm_dhenkanal
0
5 days ago
Download
୨୧ ଟି ପ୍ରମୁଖ ବିଷୟବସ୍ତୁ ଉପରେ ଆଧାରିତ ନାଗରିକମାନଙ୍କର ବାସ୍ତବ ସମସ୍ୟାଗୁଡ଼ିକ ପାଇଁ ଅଭିନବ ସମାଧାନ ବାହାର କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ, ୦୮.୧୦.୨୦୨୪ ତାରିଖରେ ଢେଙ୍କାନାଳସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ପରଜଙ୍ଗସ୍ଥିତ ସରକାରୀ ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ (ITI) ଠାରେ 'ଓଡ଼ିଶା ସେବା ନବ ସୃଜନ ଆହ୍ୱାନ' (Odisha Seva First Innovation Challenge) ର ପ୍ରଚାର-ପ୍ରସାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
@cmo_odisha 
@ipr_odisha by @dm_dhenkanal
0
5 days ago
Download
Special drive for the enrolment of left-out voters and young electors across various polling stations in respect of Dhenkanal district.
@odishaceo 
@ecisveep 
@ipr_odisha by @dm_dhenkanal
0
6 days ago
Download
ଆଜି ଢେଙ୍କାନାଳ ସଦର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ I ଏହାସହ CMRF ଓ ରେଡକ୍ରସ ପାଣ୍ଠିରୁ ଆର୍ଥିକ ଦୃଷ୍ଟିରୁ ଅସହାୟ ବ୍ୟକ୍ତିଙ୍କୁ ମୋଟ ୯ ୫ ,୦୦୦ ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା। 
@cmo_odisha 
@ipr_odisha by @dm_dhenkanal
0
9 days ago
Download
ବୀରତ୍ୱ, ସାହସ ଓ ଦେଶପ୍ରେମର ଅମର ପ୍ରତୀକ ବୀର ବାଜି ରାଉତଙ୍କ ଜୟନ୍ତୀ ଅବସରରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁରସ୍ଥିତ ତାଙ୍କ ଜନ୍ମମାଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
@cmo_odisha 
@culturedeptt_od 
@ipr_odisha by @dm_dhenkanal
0
9 days ago
Download
ଆଜି ଜିଲ୍ଲାପାଳ, ଢେଙ୍କାନାଳ ଗୋବିନ୍ଦପୁର ଗ୍ରାମ ପରିଦର୍ଶନ କରି CRRR ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଏହା ସହିତ, IDCO ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଅଧୀନରେ ଶିଳ୍ପ ବିକାଶ ପାଇଁ ଶଙ୍କରପୁର ଗ୍ରାମରେ ପ୍ରସ୍ତାବିତ ସ୍ଥାନଗୁଡ଼ିକ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ।
@cmo_odisha 
@rdmodisha 
@ipr_odisha by @dm_dhenkanal
0
11 days ago
Download
ସୁସ୍ଥ ଶିଶୁ, ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନ ଲକ୍ଷ୍ୟ ନେଇ ଗତ ସେପ୍ଟେମ୍ବର ୯ ରୁ ଜିଲ୍ଲା ସ୍ତରୀୟ ୯ ମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେଉଅଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ହଲ୍ ଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଏକ ଉତ୍ସବ ଆୟୋଜିତ ହୋଇଥିଲା ।
@cmo_odisha 
@wcdodisha 
@ipr_odisha by @dm_dhenkanal
0
11 days ago
Download
ଆଜି ଢ଼େଙ୍କାନାଳରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି ।
@cmo_odisha 
@ipr_odisha 
@culturedeptt_od by @dm_dhenkanal
0
12 days ago
Download
ଆଜି  ସ୍ଥାନୀୟ କଲ୍ୟାଣ ମଣ୍ଡପ, ଗୁଡିଆନାଳି, ଢେଙ୍କାନାଳରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗ ଶିବିର, ସଚେତନତା ତଥା ସମ୍ବେଦନଶୀଳତା କାର୍ଯ୍ୟକ୍ରମ  ସହ ବରିଷ୍ଠ ନାଗରିକ ମାନଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
@cmo_odisha 
@ipr_odisha by @dm_dhenkanal
1
13 days ago
Download
×

Download all media on this page

Photos Videos
back to up