Instagram story viewer> @mauniworld> Posts
78.8K
followers
10
following
:-Jay JagannatH!!🥹❤️‍🩹
:-rEALlY WoRLd @pradip_mauniworld
:- PROMOTION AVAILABLE😘
:-KaliAbaBA!!😔
:-mY jAAn🌍@__.liittyy.__
:-21sTmaY!!🍂
POSTS STORIES REELS TAGGED
NO CAPTION ❌ ND NO NAZAR 🧿 
#mauniworldd #mauniworld #followme #foryou #pradip_mauniworld by @mauniworld
0
6 months ago
Download
ଜାଣିନି କେଉଁ ଜନ୍ମ ରେ କି ପୁଣ୍ୟ କରିଥିଲି ଏଇଟା ମୁଁ sure କିଛି ତ ଭଲ କାମ କରିଛି ନହେଲେ ତୁମ ପରି ସାଥୀ ମତେ କଣ ମିଳିଥାନ୍ତା🥰😘 #mauniworldd #mauniworld taken in Jagatsinghpur by @mauniworld
0
a year ago
Download
🥹ପାଖରେ ଥିବା ଲୋକ ଆମ ପାଇଁ କେତେ ଜରୁରୀ ଆମକୁ ଜଣାପଡେ ନାହିଁ ଯେତେ ବେଳେ ସେ ମଣିଷ ଦୂର କୁ ପଳାଏ ସେ ଲୋକ ଆମ ପାଇଁ କେତେ ଜରୁରୀ ଆମେ ସେତେ ବେଳେ ଭାବୁ ହେଲେ ସେ ମଣିଷ ପାଖରେ ନଥାଏ ଏତେ ଦୂର କୁ ଯାଇଥାଏ ଆମେ ଯେତେ ଖୋଜିଲେ ସେ ମିଳି ନଥାଏ 😔🥹
I MISS YOU KALIABAPA CHUAMAA 😔
#mauniworldd #1_odisha_collaboration_1 by @mauniworld
0
2 years ago
Download
9TH MONTH JOURNEY 🥺🌎😍🤱 #mauniworldd #mauniworld #pradip_mauniworld #foryou #followme taken in Odisha by @mauniworld
0
20 days ago
Download
NO NAZAR🧿 NO CAPTIONS🌎 
#mauniworldd  #mauniworld #pradip_mauniworld  #foryou #followme taken in Odisha by @mauniworld
0
a month ago
Download
GANESH 🙏 PUJA #mauniworldd #mauniworld #pradip_mauniworld #followme #foryou taken in Odisha by @mauniworld
0
a month ago
Download
ଜାଣି ପାରିଲିନି କେତେ ବେଳେ ୯ମାସ ହବାକୁ ବସିଲାଣି ସତରେ ତୁ ମୋତେ ନୂଆ ପରିଚୟ ଦେଲୁ ମା ହବାର ଖୁସି ଯେବେ ମୁ ଜାଣିଲି ତୋ MOVEMENT ସେବେଠୁ ମୁ ତୋ ଆସିବା ବାଟକୁ ଚାହି ବସିଛି କାହିକି ନା ତୁ ଆମ ଦୁହିଙ୍କର ସେହି ଖୁସି ଯାହାକୁ ଆମେ କେବେଠୁ ଅପେକ୍ଷା କରିଛୁ MISS YOU OUR SUKOON @pradip_mauniworld ତୋ ପାପା ଯେବେଠୁ ଜାଣିଲେ ତୁ ଆସୁଛୁ ସେବେଠୁ ରାତି ଦିନ ତୋ ପାଇ ଅନେଇ ବସିଛନ୍ତି ବାସ୍ ତୁ ଆସି ଯା ମୋ ଛୋଟ ପରିବାର ପୂରଣ ହେଇଯିବ❤️🧿😘🌎 #mauniworldd #mauniworld  #pradip_mauniworld #followme #foryou taken in Odisha by @mauniworld
0
a month ago
Download
MASI LOVE ❤️🌎🥰🧿😘 #mauniworldd #mauniworld #pradip_mauniworld #followme #foryou taken in Odisha by @mauniworld
0
2 months ago
Download
COMING SOON 🥰🌎❤️🧿😍 taken in Odisha by @mauniworld
0
2 months ago
Download
ମା ପରେ ଯିଏ ଛୁଆକୁ ଆଦରି ନିଏ ସେ ହେଉଛି ଆଈ ତୁ ଏମିତି ଆମ ପାଇ ଥିଲୁ ଯେ ତୁ ଗଲା ପରେ ତୋର ସବୁ କଥା ମନେ ପକେଇ ଏ ଆଖିର ଲୁହ କୁ ଆଉ ବୋଲ ମନେଇ ହେଉନି … ମୁ ଦେଖିଛି ଜେଜେମା ମାନେ ନାତି ନାତୁଣୀ ଙ୍କ ଭିତରେ ଭଲପାଇବା ରେ ପାତର ଅନ୍ତର କରନ୍ତି ହେଲେ ତୁ ଆମ ୮ ଭାଇ ଭଉଣୀ ଙ୍କ ପାଇ ଏତେ କରିଛୁ ଯେ ଆମ ମାନଙ୍କୁ ଏତେ ଭଲ ପାଇବା ଦେଇଛୁ ଯେ କେବେ ଆମେ ମାନେ ଭାବିନୁ ତୁ ଆମ ଭିତରେ ପାତର ଅନ୍ତର କରିଛୁ ବୋଲି … ତୁ ଯୋଉଠି ବି ଥା ଭଲରେ ଥା 😭🌎💔🙏🥺 ଜୟ ଜଗନ୍ନାଥ 
RIP 😭💔🥹🙏
#mauniworld  #mauniworldd #pradip_mauniworld #followme #foryou taken in Odisha by @mauniworld
0
2 months ago
Download
OUR BABY SHOWER 🥳❤️🧿😍🌎 #mauniworldd #mauniworld #pradip_mauniworld #followme #foryou taken in Odisha by @mauniworld
0
2 months ago
Download
PLEASE COME BACK🥹🙏😭 #mauniworldd #mauniworld #followme #pradip_mauniworld #foryou taken in Odisha by @mauniworld
0
3 months ago
Download

Download All

Save the photos and videos currently loaded on this page.

0Photos
0Videos
Ready to download 0 / 0

Keep this tab open until your download is ready.

back to up