Instagram story viewer> @_.mr_raut2.o> Post
5 days ago
Co Creator: tiny_hunter_rk_
Photo by Gugul Gugul on October 14, 2026. May be an image of poster and text.
11
Posted On: October 15th 2026, 01:53 am
ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ମୋତେ ଭୁବନେଶ୍ୱର ଜୋନ ସଭାପତି ଭାବେ ମନୋନୀତ କରିଥିବାରୁ ମୁଁ ଆମ ସଂଘର ପ୍ରାଣକର୍ତ୍ତା ବଡ ଭାଇ ମାନ୍ୟବର ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ ଓ ସଂଘର ଆବାହକ ବଡ ଭାଇ ସୁମନ କୁମାର ସାହୁ, ରାଜେଶ ପାଣି,ସହଅବାହକ ବଡଭାଇ ଗୋପାଳ କୃଷ୍ଣ ସାହୁ ଏବଂ ରାଜ୍ୟ ସଭାପତି ଅରିୟାନଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ତତସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।
ଏହି ସଂଘର ସମସ୍ତ ନୂତନ କର୍ମକର୍ତ୍ତା ବୈଷୟିକ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ।
Comments (11)
ranjit___045 5 days ago

ranjit___045

Congratulations re bhai🥰🫂

priy_._anka__12 5 days ago

priy_._anka__12

Congratulations 🎉

_gopal_028 5 days ago

_gopal_028

Congratulations hero

_.mr_raut2.o 5 days ago

_.mr_raut2.o

ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ମୋତେ BBSR Zone President ଭାବେ ମନୋନୀତ କରିଥିବାରୁ ମୁଁ ଆମ ସଂଘର ପ୍ରାଣକର୍ତ୍ତା ବଡ ଭାଇ ମାନ୍ୟବର ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ ଓ ସଂଘର ଆବାହକ ବଡ ଭାଇ ସୁମନ କୁମାର ସାହୁ, ରାଜେଶ ପାଣି ଓ ଆରିୟନ ଦାସ ଏବଂ ସହଅବାହକ ବଡଭାଇ ଗୋପାଳ କୃଷ୍ଣ ସାହୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ତତସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା। ଏହି ସଂଘର ସମସ୍ତ ନୂତନ କର୍ମକର୍ତ୍ତା ବୈଷୟିକ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ। 😊🙏🏻

kanha.innnnn 5 days ago

kanha.innnnn

Congratulations 👏

tiny_hunter_rk_ 5 days ago

tiny_hunter_rk_

Congratulations re mo Bhai 🫂

More posts

back to up