Instagram story viewer> @_gopal_028> Posts
2.1K
followers
1553
following
A great leader's courage to fulfill his vision comes from passion, not position
COFOUNDER - @__oesa__
POSTS STORIES REELS TAGGED
ସହୀଦ-ଏ-ଆଜମ ଭଗତ ସିଂହ — Odia Edition 🇮🇳

Kraantidhara Revolutionary Biography Seriesର ପ୍ରଥମ ପ୍ରକାଶନରେ ଭଗତ ସିଂହଙ୍କ ଜୀବନ, ଚିନ୍ତାଧାରା, ଲେଖା, ସଂଗଠନ, ସଂଘର୍ଷ ଓ ଉତ୍ତରାଧିକାରକୁ ଓଡ଼ିଆରେ ଜାଣନ୍ତୁ।

ଏହି ପୁସ୍ତକର ଲକ୍ଷ୍ୟ କେବଳ ଜଣେ ବିପ୍ଲବୀଙ୍କୁ ସ୍ମରଣ କରିବା ନୁହେଁ — ତାଙ୍କ ଚିନ୍ତା, ପ୍ରଶ୍ନ, ଲେଖା ଓ ଐତିହାସିକ ପରିପ୍ରେକ୍ଷ୍ୟକୁ ସହଜ ଭାଷାରେ ପାଠକଙ୍କ ପାଖରେ ପହଞ୍ଚାଇବା।

📖 Odia Edition

📚 Kraantidhara Revolutionary Biography Series

🔗 Read the eBook — link in bio

वसुधैव कुटुम्बकम्

Cover portrait is an AI-generated artistic interpretation and not a historical photograph.

#BhagatSingh #ShaheedEAzamBhagatSingh #Kraantidhara #OdiaBook #OdiaEbook OdiaLiterature BhagatSinghBiography IndianHistory RevolutionaryBiography HistoryInOdia Odisha YouthLearning KraantidharaResources ସହୀଦ ଭଗତ ସିଂହ - ଓଡ଼ିଆ edition eBook cover. by @_gopal_028
1
21 days ago
Download
Conquer your destiny—crowns are earned by action, not given by others.” taken in Bhubaneswar, India by @_gopal_028
25
20 days ago
Download
तुम समंदर के हक़दार हो, एक कतरे के लिए रोना कैसा,जो खुद में समेटे है आसमान पूरा, उस दिल का सोना कैसा।मत हार in choti-moti baaton par मेरे यार,तेरी तकदीर में लिखा है किनारा पूरा। 
#selfmotivation by @_gopal_028
12
a month ago
Download
ମା’ ଜଗତଜନନୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସଫଳତା, ଉନ୍ନତି ଓ ନୂତନ ଶକ୍ତିର ସଞ୍ଚାର ହେଉ।🙏🏻
#happydurgapuja 
#OESA taken in Bhubaneswar, India by @_gopal_028
1
21 hours ago
Download
ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ମୋତେ ଭୁବନେଶ୍ୱର ଜୋନ ସଭାପତି ଭାବେ ମନୋନୀତ କରିଥିବାରୁ  ମୁଁ ଆମ ସଂଘର ପ୍ରାଣକର୍ତ୍ତା  ବଡ ଭାଇ ମାନ୍ୟବର ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ ଓ ସଂଘର ଆବାହକ ବଡ ଭାଇ ସୁମନ କୁମାର ସାହୁ, ରାଜେଶ ପାଣି,ସହଅବାହକ ବଡଭାଇ ଗୋପାଳ କୃଷ୍ଣ ସାହୁ ଏବଂ ରାଜ୍ୟ ସଭାପତି ଅରିୟାନଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ତତସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।
ଏହି ସଂଘର ସମସ୍ତ ନୂତନ କର୍ମକର୍ତ୍ତା ବୈଷୟିକ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ। taken in Bhubaneswar, India by @_gopal_028
102
a day ago
Download
ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ମୋତେ ଭୁବନେଶ୍ୱର ଜୋନ ସଭାପତି ଭାବେ ମନୋନୀତ କରିଥିବାରୁ  ମୁଁ ଆମ ସଂଘର ପ୍ରାଣକର୍ତ୍ତା  ବଡ ଭାଇ ମାନ୍ୟବର ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ ଓ ସଂଘର ଆବାହକ ବଡ ଭାଇ ସୁମନ କୁମାର ସାହୁ, ରାଜେଶ ପାଣି,ସହଅବାହକ ବଡଭାଇ ଗୋପାଳ କୃଷ୍ଣ ସାହୁ ଏବଂ ରାଜ୍ୟ ସଭାପତି ଅରିୟାନଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ତତସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।
ଏହି ସଂଘର ସମସ୍ତ ନୂତନ କର୍ମକର୍ତ୍ତା ବୈଷୟିକ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ। 🥰🙏🏻 taken in Bhubaneswar, India by @_gopal_028
60
4 days ago
Download
ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ସର୍ବକନିଷ୍ଠ ଶହୀଦ ଢେଙ୍କାନାଳ ମାଟି ଯାହାଙ୍କ ପାଇଁ ଆଜି ଗର୍ବିତ ବୀର ବାଜିରାଉତ ଙ୍କ ତିରୋଧାନ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🏻💐 by @_gopal_028
2
8 days ago
Download
ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନର ହଷ୍ଟେଲମାନଙ୍କରେ ମିଳୁଥିବା ନିମ୍ନମାନର ଖାଦ୍ୟକୁ ନେଇ ‘ଓଡ଼ିଶା ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ଆସୋସିଏସନ୍’ (OESA) ପକ୍ଷରୁ କଡ଼ା ପ୍ରତିବାଦ କରାଯାଇଛି।
📌 ଆମର ମୁଖ୍ୟ ଦାବି:
✔️ ହଷ୍ଟେଲ ମେସ୍ ଓ କ୍ୟାଣ୍ଟିନ୍ରେ ଖାଦ୍ୟର ଗୁଣବତ୍ତା ବୃଦ୍ଧି।
✔️ ଖାଦ୍ୟ ନିଗମ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ।
✔️ କଠିନ ପ୍ରଶାସନିକ ନିୟମ ଓ ଅଡିଟ୍ ବ୍ୟବସ୍ଥା ଲାଗୁ।
ଯଦି ଏଥିରେ ସୁଧାର ନ ଆସେ, ତେବେ ଆଗାମୀ ଦିନରେ OESA ପକ୍ଷରୁ ଆହୁରି ବ୍ୟାପକ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ।
#OESA #OdishaEngineeringStudents #StudentRights #QualityFood #HostelMessIssues taken in Bhubaneswar, India by @_gopal_028
4
10 days ago
Download
OESA x NIT 
🔝
.
.
.
.
.
.
@_gopal_028
@___parthaaa___ 
@rajesh.pany 
@sahosumankumar 
@aryan_k.d.p
@mr_yadav_______07
@biki_pop_18_ taken in Rabindra Mandap, Bhubaneswar by @_gopal_028
8
15 days ago
Download
OESA ALWAYS STAND FOR STUDENTS 🚩 taken in Centurion University Bhubneshwar by @_gopal_028
1
16 days ago
Download
Odisha engineering students association OESA Cutm chota bada bhai bhauni manaku tanka hak dabaku jaithila auu sabu bele OESA sabu students manaka pai achi 🙏🏼 Jay Jagannath 

#trending #protest #students #cutm #oesa taken in Centurion University Bhubneshwar by @_gopal_028
10
16 days ago
Download
ଆଉ ସହ୍ୟ କରାଯିବ ନାହିଁ! 🚨
ସେଣ୍ଟୁରିୟନ୍ ୟୁନିଭରସିଟିରେ ବାରମ୍ବାର ସେହି ଖାଦ୍ୟ ସମସ୍ୟା, ଯାହାର ଭିଡିଓ ଏବଂ ଫଟୋ ପ୍ରମାଣ ଆମ ପାଖରେ ଅଛି।
OESA ଗ୍ରାଉଣ୍ଡ ରିଅଲିଟି ଯାଞ୍ଚ କରି ସମସ୍ତ ପିଲାଙ୍କ ସହ କଥା ହୋଇଛି। ଆମେ କଥା ଦେଉଛୁ—ଏହା ଆଉ କେବେବି ହେବ ନାହିଁ। ମ୍ୟାନେଜମେଣ୍ଟ ସହ ଆଲୋଚନା ପରେ ସେମାନେ ମଧ୍ୟ ଏହାକୁ ନେଇ କଡ଼ା ପଦକ୍ଷେପ ନେବାକୁ ଆଶ୍ୱାସନା ଦେଇଛନ୍ତି। OESA ସବୁବେଳେ ସେଣ୍ଟୁରିୟନ୍ ର ପ୍ରତ୍ୟେକ ଛାତ୍ରଙ୍କ ସହ ଛିଡା ହୋଇଛି! 🤝🔥 #oesa taken in Centurion University Bhubneshwar by @_gopal_028
2
16 days ago
Download

Download All

Save the photos and videos currently loaded on this page.

0Photos
0Videos
Ready to download 0 / 0

Keep this tab open until your download is ready.

back to up