Instagram story viewer> @aashvibisht> Tagged
91.8K
followers
435
following
Be the magic✨💫🌸
POSTS STORIES REELS TAGGED
09.09.2026(ବୁଧବାର) ଦିନ ଗୁରୁ କେଳୁଚରଣ ଓଡ଼ିଶୀ ରିସର୍ଚ ସେଣ୍ଟର୍ ରେ *ଉତ୍କଳ ସୋସିଆଲ ୱେଲଫେଆର ଟ୍ରଷ୍ଟ୍* ଦ୍ୱାରା ଆୟୋଜିତ *ସମ୍ମାନ ସମାରୋହ* ରେ ଜାଗ୍ରତ ଓଡ଼ିଶା ରେ ପ୍ରକାଶିତ ସମସ୍ତ କବି ଓ ଗାଳ୍ପିକମାନଙ୍କୁ ସମ୍ମାନିତ କରାଯାଇଥିଲା। 
ଆମ ଉତ୍କଳ ଯୁବ ସାହିତ୍ୟ ସାମ୍ମୁଖ୍ୟର ପ୍ରକାଶିତ କବି ଓ  ଗାଳ୍ପିକ ମାନଙ୍କୁ ମଧ୍ୟ ନିଜର କୃତି ନିମନ୍ତେ ସମ୍ମାନିତ କରାଯାଇଥିଲା। ଯାହା ଏକ ଗର୍ବର ବିଷୟ।
 ଏଥିପାଇଁ ମୁଁ ଉତ୍କଳ ଯୁବ ସାହିତ୍ୟ ସାମ୍ମୁଖ୍ୟ ପରିବାର ତରଫରୁ ଉତ୍କଳ ଯୁବସୋସିଆଲ ୱେଲଫେଆର ଟ୍ରଷ୍ଟ ,  ଜାଗ୍ରତ ଓଡ଼ିଶାର ସାହିତ୍ୟ ଫର୍ଦ୍ଦ "ସାହିତ୍ୟ ଝରକାର"ର ଏଡିଟର୍ ଶ୍ରୀ ରଂଜନ ସାମଲ, ଏବଂ ଉତ୍କଳ ଯୁବ ସାହିତ୍ୟ ସାମ୍ମୁଖ୍ୟର ସମ୍ପାଦକ ତଥା ସଭାପତି କବି Satyabrat Mohalik ଲ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଅର୍ପଣ କରୁଛି 💐💐💐🙏🙏🙏

#poetrycommunity #poetry  #likeall #literatura
16
back to up