Instagram story viewer> @wcdodisha> Posts
POSTS STORIES REELS TAGGED
Download All
ସ୍ୱପ୍ନ ଦେଖିବାର ଅଧିକାର ତା'ର, ସ୍ୱପ୍ନ ସାକାର କରିବାର ସାମର୍ଥ୍ୟ ବି ତା'ର। ଝିଅଟିଏ କେବଳ ଆଜିର ଆଶା ନୁହେଁ, ଆସନ୍ତାକାଲିର ସମ୍ଭାବନା। ଶିକ୍ଷା, ସୁରକ୍ଷା ଓ ସମାନ ସୁଯୋଗ ମିଳିଲେ ସେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ଓ ନେତୃତ୍ୱ ଭଳି ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ।

#BetiBachaoBetiPadhao #InternationalDayOfTheGirlChild #GirlChildEmpowerment #EducateGirls #EndChildMarriage #EmpowerHer #wcdodisha

@cmo_odisha @pravatiparidabjp @ministrywcd @subhadra_odisha @ipr_odisha @missionshaktiodisha @ncpcr_ @beti_bachao__beti_padhao by @wcdodisha
0
5 hours ago
Download
ପ୍ରତି କନ୍ୟା ଦେବୀ, ପ୍ରତି କନ୍ୟା ଶକ୍ତି । କନ୍ୟାକୁ ସମ୍ମାନ, ଶୈଶବକୁ ସୁରକ୍ଷା, ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ। ଭୁବନେଶ୍ୱରରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ପକ୍ଷରୁ ‘କନ୍ୟା ପୂଜନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କନ୍ୟାଶିଶୁଙ୍କ ସମ୍ମାନ, ସୁରକ୍ଷା, ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼. ମୃଣାଳିନୀ ଦର୍ସ୍ୱାଲ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ସୋଭନା ମହାନ୍ତି ଏବଂ ଅନ୍ୟ ଅତିଥିମାନେ ଶୁଶୁକନ୍ୟାଙ୍କୁ ପୂଜନ କରିଥିଲେ ।

#KanyaPujan #GirlChildEmpowerment #ChildRights #ChildProtection #OSCPCR #WCDOdisha #SaveGirlChild #EducateGirlChild #ChildFriendlyOdisha #Odisha #WCDOdisha

@cmo_odisha  @pravatiparidabjp  @ministrywcd  @subhadra_odisha  @ipr_odisha  @missionshaktiodisha  @ncpcr_  @beti_bachao__beti_padhao @oscsc_odisha by @wcdodisha
0
6 hours ago
Download
କିଶୋରୀ ସଶକ୍ତୀକରଣକୁ ନୂଆ ଦିଗ ଦେବା ପାଇଁ ଅଭିନବ ପ୍ରୟାସ। ଆଜି ତା. ୧୫.୧୦.୨୦୨୬ ରିଖରେ ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି । ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ ଏବଂ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଫେସର କୁଲଭୂଷଣ ବାଲୁନି, କୁଳପତି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ବିଭାଗର ବରିଷ୍ଠ ଅଧିକାରୀଗଣ ଏବଂ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଅଧ୍ୟାପକଗଣ ଉପସ୍ଥିତ ଥିଲେ। 

କିଶୋରୀମାନଙ୍କ ପାଇଁ ଏକ ସପ୍ତାହବ୍ୟାପୀ ଆବାସିକ ପ୍ରଶିକ୍ଷଣ ଏବଂ ଅଦ୍ୱିକା ପିୟର୍ ଲିଡର୍ମାନଙ୍କ ପାଇଁ ଚାରି ସପ୍ତାହବ୍ୟାପୀ ଗୋଷ୍ଠୀଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ଅବସରରେ କମିଶନର-ତଥା-ଶାସନ ସଚିବ ଡିଜିଟାଲ ଓ ଜ୍ଞାନ-ଆଧାରିତ ଦୁନିଆ ପାଇଁ କିଶୋରୀମାନଙ୍କୁ ପ୍ରସ୍ତୁତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହିଭଳି ଦକ୍ଷତା ସେମାନଙ୍କୁ ସଚେତନ କରିବା ସହ ନିଷ୍ପତ୍ତି ନେବାରେ ଓ ନିଜ ଗୋଷ୍ଠୀରେ ପରିବର୍ତ୍ତନର ବାହକ ହେବାରେ ସାହାଯ୍ୟ କରିବ ବୋଲି ସେ କହିଥିଲେ। ଏହି ପ୍ରୟାସରେ ବିଭାଗ ସହ ସହଭାଗୀ ହୋଇଥିବାରୁ ସେ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଥିଲେ।

#AdolescentGirlsEmpowerment #Adwika #PeerLeadership #SkillDevelopment #LeadershipDevelopment #DigitalLiteracy #GirlsEmpowerment #WomenAndChildDevelopment #BirlaGlobalUniversity #MOUSigning #CapacityBuilding #CommunityEmpowerment #EmpoweringGirls #WCDOdisha 

@cmo_odisha  @pravatiparidabjp  @ministrywcd  @missionshaktiodisha  @subhadra_odisha  @ipr_odisha  @unicefindia  @ncwindia  @ncpcr_  @birla_global_university by @wcdodisha
0
7 hours ago
Download
କିଶୋରୀମାନଙ୍କ ଦକ୍ଷତା ବିକାଶ ଓ ଅଙ୍ଗନୱାଡ଼ି ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ। 

ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର ଏବଂ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ମିଳିତ ସହଯୋଗରେ କିଶୋରୀମାନଙ୍କ ପାଇଁ ସପ୍ତାହବ୍ୟାପୀ ଆବାସିକ ପ୍ରଶିକ୍ଷଣ ଓ  ଅଙ୍ଗନୱାଡ଼ି କ୍ଷେତ୍ରର ଲିଡରମାନଙ୍କ ପାଇଁ ଚାରି ସପ୍ତାହବ୍ୟାପୀ ଗୋଷ୍ଠୀଭିତ୍ତିକ ପ୍ରଶିକ୍ଷଣ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଏହି ପଦକ୍ଷେପ ଦକ୍ଷତା ବିକାଶ, ନେତୃତ୍ୱ କ୍ଷମତା ବୃଦ୍ଧି ଓ ସଶକ୍ତ ଭବିଷ୍ୟତ ଗଠନ ଦିଗରେ ନୂଆ ସୁଯୋଗ ସୃଷ୍ଟି କରିବ।

#WCDOdisha #OdishaGovernment #SkillDevelopment #AdolescentEmpowerment #Anganwadi #CapacityBuilding #WomenAndChildDevelopment #BirlaGlobalUniversity 

@cmo_odisha @pravatiparidabjp @ministrywcd @missionshaktiodisha @subhadra_odisha @ipr_odisha @unicefindia @ncwindia @ncpcr_ by @wcdodisha
0
8 hours ago
Download
କୋରାପୁଟର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପୋଷଣ ମାସ ପାଳିତ ହୋଇଯାଇଛି । ଏହି ଅବସରରେ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଅଭିଭାବକମାନେ ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟ ତିଆରି କରି ଏହାର ପ୍ରଦର୍ଶନ କରିଥିଲେ ।

#PoshanMaah2026 #HamariAnganwadiHamariZimmedari #PoshanAbhiyaan #NutritionForAll #HealthyMotherHealthyChild #PoshanJanAndolan #OdishaWCD #NutritionMatters #WCDOdisha

@cmo_odisha @pravatiparidabjp @ministrywcd @subhadra_odisha @ipr_odisha @missionshaktiodisha @ncpcr_ @ipeglobalofficial by @wcdodisha
0
a day ago
Download
ଶୈଶବରେ ଶିକ୍ଷାର ଆଲୋକ, ସୁନ୍ଦର ଭବିଷ୍ୟତର ମୂଳଦୁଆ। ଆସନ୍ତୁ, ବାଲ୍ୟ ବିବାହକୁ 'ନା' କହିବା, ପ୍ରତ୍ୟେକ ଶିଶୁର ପାଠପଢ଼ା ଓ ଆଗକୁ ବଢ଼ିବାର ଅଧିକାରକୁ ସୁରକ୍ଷିତ କରିବା। 

#BetiBachaoBetiPadhao #InternationalDayOfTheGirlChild #GirlChildEmpowerment #EducateGirls #EndChildMarriage #EmpowerHer #wcdodisha

@cmo_odisha @pravatiparidabjp @ministrywcd @subhadra_odisha @ipr_odisha @missionshaktiodisha @ncpcr_ @beti_bachao__beti_padhao by @wcdodisha
0
a day ago
Download
କୁନି ପିଲାଙ୍କ ହାତରେ ପୋଷଣର ସନ୍ଦେଶ, ସୁସ୍ଥ ଓ ସୁପୋଷିତ ଭବିଷ୍ୟତ ଗଠନର ପ୍ରୟାସ।

#PoshanMaah2026 #HamariAnganwadiHamariZimmedari #PoshanAbhiyaan #NutritionForAll #HealthyMotherHealthyChild #PoshanJanAndolan #OdishaWCD #NutritionMatters #WCDOdisha

@cmo_odisha @pravatiparidabjp @ministrywcd @subhadra_odisha @ipr_odisha @missionshaktiodisha @ncpcr_ @ipeglobalofficial by @wcdodisha
3
a day ago
Download
ନାରୀଙ୍କ ଆର୍ଥିକ ସ୍ୱାଧୀନତା, ସୁଭଦ୍ରା ଯୋଜନାର ପ୍ରାଥମିକତା

#SubhadraYojana #GhareGhareSUBHADRA #EmpoweredWomen #WomenLead #PowerOfWomen #WomenRise #ViksitOdisha #SheLeads #WomensWellness #NariShakti #WCDOdisha

@cmo_odisha @pravatiparidabjp @ministrywcd @ipr_odisha @subhadra_odisha @missionshaktiodisha @ncwindia by @wcdodisha
1
2 days ago
Download
ମା’ ଓ ଶିଶୁଙ୍କ ସୁରକ୍ଷା, ସୁସ୍ଥ ଭବିଷ୍ୟତର ପ୍ରତିଶ୍ରୁତି! ମାତୃତ୍ୱର ଯାତ୍ରାକୁ ସୁରକ୍ଷିତ ଓ ସୁଖମୟ କରିବା ପାଇଁ ରହିଛି ‘ମମତା-ପିଏମଏମଭିୱାଇ’ ଯୋଜନା।ଏହି ଯୋଜନା ମାଧ୍ୟମରେ ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ମିଳୁଛି ଆର୍ଥିକ ସହାୟତା, ଯାହା ପୁଷ୍ଟିକର ଖାଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ଶିଶୁର ସୁସ୍ଥ ବିକାଶରେ ସହାୟକ ହେଉଛି।

#MamataYojana #PMMVY #MamataPMMVY #MaternalHealth #MotherAndChildHealth #HealthyMotherHealthyChild #MaternalNutrition #ChildNutrition #Motherhood #MaternalCare #WomenEmpowerment #WomenAndChildDevelopment #NutritionForAll #WCDOdisha

@cmo_odisha @pravatiparidabjp @ministrywcd @subhadra_odisha @ipr_odisha @missionshaktiodisha @unicefindia @unfpaindia @ncpcr_ by @wcdodisha
5
2 days ago
Download
ଅନ୍ୟାୟ ସହନ୍ତୁ ନାହିଁ, ସ୍ୱର ଉଠାନ୍ତୁ! ପ୍ରତ୍ୟେକ ମହିଳାଙ୍କର ସମ୍ମାନ, ସୁରକ୍ଷା ଓ ଅଧିକାର ସହ ବଞ୍ଚିବାର ହକ୍ ଅଛି। ହିଂସା, ନିର୍ଯାତନା କିମ୍ବା ଭେଦଭାବର ସମ୍ମୁଖୀନ ହେଲେ ଚୁପ୍ ରୁହନ୍ତୁ ନାହିଁ। ସାହସର ସହ ସ୍ୱର ଉଠାନ୍ତୁ ଏବଂ ଆବଶ୍ୟକ ସହାୟତା ନିଅନ୍ତୁ।

#WomenEmpowerment #WomenSafety #StopViolenceAgainstWomen #WomenHelpline181 #OdishaGovt #SpeakUp #wcdodisha 

@cmo_odisha @pravatiparidabjp @ipr_odisha @ministrywcd @subhadra_odisha  @missionshaktiodisha @ncwindia by @wcdodisha
0
2 days ago
Download
Odisha’s ECCE journey was showcased at Udaan 2026, Rocket Learning’s Annual Conference in New Delhi, where Dr. Mrinalini Darswal, IAS, Commissioner-cum-Secretary, WCD Department, spoke on “Reforming Today’s Anganwadis for Tomorrow.” She highlighted the State’s best practices under Aama Kuni Pilaa, where parents are a child’s first teachers, along with Shaishaba Diwas and men-streaming in childcare. Odisha’s model drew wide appreciation from the audience. Every child reached today helps build Viksit Bharat 2047.

ଉଡ଼ାନ୍ ୨୦୨୬ରେ ପ୍ରଦର୍ଶିତ ହେଲା ଓଡ଼ିଶାର ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା (ECCE)ର ସଫଳ ଯାତ୍ରା। ନୂଆଦିଲ୍ଲୀରେ ରକେଟ୍ ଲର୍ଣ୍ଣିଂ ପକ୍ଷରୁ ଆୟୋଜିତ ବାର୍ଷିକ ସମ୍ମିଳନୀ ଉଡ଼ାନ୍ ୨୦୨୬ରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡଃ ମୃଣାଳିନୀ ଦର୍ସୱାଲ, ଆଇଏଏସ୍, ‘ଆସନ୍ତାକାଲିର ଶିଶୁଙ୍କ ପାଇଁ ଆଜିର ଅଙ୍ଗନବାଡ଼ିର ରୂପାନ୍ତରଣ’ ବିଷୟରେ ନିଜର ମତ ରଖିଥିଲେ।

ସେ ଆମ କୁନି ପିଲା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଉତ୍ତମ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏଥିରେ ପିତାମାତାଙ୍କୁ ଶିଶୁର ପ୍ରଥମ ଶିକ୍ଷକ ଭାବେ ଗୁରୁତ୍ୱ ଦେବା, ଶୈଶବ ଦିବସ ପାଳନ ଏବଂ ଶିଶୁ ଯତ୍ନରେ ପୁରୁଷମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଭଳି ପଦକ୍ଷେପ ସାମିଲ ରହିଥିଲା।

ଓଡ଼ିଶାର ଏହି ମଡେଲ୍ ସମ୍ମିଳନୀରେ ଉପସ୍ଥିତ ଅତିଥି ଓ ପ୍ରତିନିଧିମାନଙ୍କ ଦ୍ବାରା  ଉଚ୍ଚ ପ୍ରଶଂସିତ ହୋଇଥିଲା । ଆଜି ପ୍ରତ୍ୟେକ ଶିଶୁଙ୍କ ପାଖରେ ପହଞ୍ଚିବା ହିଁ ଆସନ୍ତା କାଲିର  ବିକଶିତ ଓଡ଼ିଶା  ଏବଂ ଭାରତ ଗଠନର ମୂଳଦୁଆ ପକାଇବ।

#ECCE #Udaan2026 #Anganwadi #Odisha #WCDOdisha

@cmo_odisha @pravatiparidabjp @ministrywcd @subhadra_odisha @ipr_odisha @missionshaktiodisha @ncpcr_ by @wcdodisha
0
3 days ago
Download
ସଚେତନତାରୁ ସୁପୋଷଣ, ସୁପୋଷଣରୁ ସୁସ୍ଥ ଭବିଷ୍ୟତ। ଜଗତସିଂହପୁର ଜିଲ୍ଲାରେ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ପୋଷଣଯୁକ୍ତ ଖାଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ସନ୍ତୁଳିତ ଆହାର ସମ୍ପର୍କରେ ସଚେତନତା ବୃଦ୍ଧି ସହ ସୁପୋଷିତ ଓଡ଼ିଶା ଗଠନର ସଂକଳ୍ପକୁ ଦୃଢ଼ କରାଯାଇଛି।

#PoshanMaah2026 #HamariAnganwadiHamariZimmedari #PoshanAbhiyaan #NutritionForAll #HealthyMotherHealthyChild #PoshanJanAndolan #OdishaWCD #NutritionMatters #WCDOdisha

@cmo_odisha @pravatiparidabjp @ministrywcd @subhadra_odisha @ipr_odisha @missionshaktiodisha @ncpcr_ @ipeglobalofficial by @wcdodisha
0
3 days ago
Download
×

Download all media on this page

Photos Videos
back to up