Instagram story viewer> @asimsatapathy> Posts
857
followers
244
following
ପ୍ରାଣକେନ୍ଦ୍ର- ମହାପ୍ରଭୁ ଶ୍ରୀଜଗନ୍ନାଥ ❤️‍🩹🫠
ଉତ୍କଳୀୟ କଳା ସଂସ୍କୃତି, କଳିଙ୍ଗ ସ୍ଥାପତ୍ଯ ଏବଂ ଓଡ଼ିଆ ସାହିତ୍ୟ ✨️
Editor-in-Chief @swarnaruchaa Publications 📚
POSTS STORIES REELS TAGGED
कुपुत्रो जायेत क्वचिदपि कुमाता न भवति ! by @asimsatapathy
2
6 months ago
Download
ଓଡିଆ ବିଭବ ✨️

ତୋ ପୂର୍ବ ପୁରୁଷ ଜୟ କରିଥିଲେ ଗଙ୍ଗା ଠାରୁ ଗୋଦାବରୀ 
ତାଙ୍କରି ଔରସୁ ଜନ୍ମ ହୋଇ ତୁହି କେଉଁ ଗୁଣେ ତାଙ୍କ ସରି ।

📍Padmalaya Book Store, Bhubaneswar 
📸 @asimsatapathy 

#odisha #odiasahitya #odianovels #photography #asimsatapathy #utkal #kalinga #odiabook #odiabookstagram #fakirmohansenapati #explore #madhusudandas #madhubabu #utkalmani #monojdas #exploreodisha #odiainstagram #trending #ବଣମଲ୍ଲୀଅନ୍ବେଷଣ #eodishaorg taken in Padmalaya by @asimsatapathy
31
3 years ago
Download
ସଧୀରେ ପବନ ବହଇ ସରୁ କଟି ମେଖଳା, 
ଶିବ ଡମ୍ବରୁ କି କୈଳାସୁ ଶ୍ୟାମ ବଦନ କଳା | 

Pc- @atish_01 🍁 taken in Sree Jagannath Ballabha Math by @asimsatapathy
6
5 months ago
Download
ପରମ୍ପରା କେବଳ ସ୍ମୃତି ନୁହେଁ, ଆମ ଜୀବନ୍ତ ଅସ୍ତିତ୍ୱର ଚେତନା

ସମୟର ପ୍ରବାହରେ ଅକ୍ଷୁର୍ଣ୍ଣ ରହିଥିବା ଆମ ମାଟିର ଐତିହ୍ୟ, ଜାତିର ଭାଷା, ଶାଶ୍ୱତ ପରମ୍ପରା ଓ ସ୍ୱତନ୍ତ୍ର ରୀତି-ନୀତିକୁ ନେଇ ‘ସ୍ୱର୍ଣ୍ଣଋଚା’ର ବାର୍ଷିକ 
ଅନୁପମ ଆଲେଖ୍ୟ:
‘ସ୍ୱର୍ଣ୍ଣଲିପି’ (ବିଶେଷ ସଂସ୍କରଣ)

✦ ଶବ୍ଦ | ଶକ୍ତି | ଶରତ
✦ ଭାଷା | ଭକ୍ତି | ଐତିହ୍ୟ

ପ୍ରକାଶକ: ସ୍ୱର୍ଣ୍ଣଋଚା 
ଆସୁଛି ଏଥର ଦଶହରାରେ...

#swarnaruchaa #dusherra #durgapuja #literature #odialiterature by @asimsatapathy
4
3 days ago
Download
श्रीमन्नारायण 🗡 by @asimsatapathy
0
21 days ago
Download
ତ୍ରିବିକ୍ରମ ବାମନ ଅବତାର 🪷✨️⚜️

ଅତିବଡ଼ୀଙ୍କ ଶ୍ରୀ ଓଡ଼ିଆ ଭାଗବତ, ଅଷ୍ଟମ ସ୍କନ୍ଧ - ସପ୍ତଦଶ ଅଧ୍ୟାୟ, ବ୍ରହ୍ମାଙ୍କ ସ୍ତୁତିଗାନରେ ବର୍ଣ୍ଣିତ ଉପେନ୍ଦ୍ରଙ୍କ (ବାମନଙ୍କ) ବିଭିନ୍ନ ନାମ -

"ଜୟ  ଅନନ୍ତ ଉରୁକ୍ରମ ୲  ନମସ୍ତେ ପ୍ରଭୁ ତ୍ରିବିକ୍ରମ ୲୲
ନମୋ ବ୍ରହ୍ମଣ୍ଯ ଭାଗବତ ୲ ନମସ୍ତେ ତ୍ରିଗୁଣ ଅଜିତ ୲୲ (୨୫)

ନମସ୍ତେ ପୃଶ୍ନିଗର୍ଭ ରୂପୀ ୲ ନମସ୍ତେ ତ୍ରୟବେଦବ୍ଯାପୀ ୲୲
ତ୍ରିନାଥ ତ୍ରିପୃଷ୍ଠ ତୋ ଧାମ ୲ ଶିପିବିଷ୍ଟ ଯେ ତୋର ନାମ ୲୲ (୨୬) "

ଅଷ୍ଟମ ସ୍କନ୍ଧ- ଉନବିଂଶ ଅଧ୍ୟାୟ, ଶୁକ୍ରାଚାର୍ଯ୍ୟଙ୍କ ଦ୍ବାରା ବାମନ ଜନ୍ମ ବର୍ଣ୍ଣନା ଓ ବଳିଙ୍କୁ ବାରଣ - 

"ଦେଖ ଏ ପ୍ରଭୁ ଭଗବାନ ୲ ଶରୀରେ ଦିଶଇ ବାମନ ୲୲
ବିବୁଧକୁଳ ରକ୍ଷା କାର୍ଯ୍ଯେ ୲ ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ୲୲
ଅଦିତି ଗର୍ଭେ ଜାତ ହୋଇ ୲ ଅଇଲେ ତୋର ଜ୍ଞାନ ମୋହି ୲୲ (୩୦)

× × × × × × × × × × × ×

ଏ  ବିଷ୍ଣୁ ତୋର ଯଶ ଶିରୀ ୲ ମାୟା ବାଳକ ରୂପ ଧରି ୲୲
ଇନ୍ଦ୍ରକୁ ଦେବ ବୁଦ୍ଧିବଳେ। ତୁ ମୁଢ ପଶିବୁ ପାତାଳେ ୲୲ (୩୨)

ତିନି ଚରଣେ ତିନି ପୁର ୲ ସମ୍ପଦ ହରିବ ତୋହର ୲୲
ସର୍ବସ୍ବ ବିଷ୍ଣୁ ହସ୍ତେ ଦେଇ ୲ ତୁ ମୁଢ ବିଶ୍ରାମିବୁ କାହିଁ ୲୲ (୩୩)"

📍ଉତ୍ତର ପାର୍ଶ୍ବ-ଦେବତା , ଶ୍ରୀ ବଳଦେବଜୀଉ ମନ୍ଦିର, କେନ୍ଦୁଝରଗଡ, ଓଡିଶା
📸 ଚିତ୍ର ଉତ୍ତୋଳନ: @asimsatapathy

#vishnu #vamana #bamanaavatar #oldheritagesite #exploreodisha #keonjhar #explore #photography #baladevjewtemplekeonjhar #asimsatapathy #ବଣମଲ୍ଲୀଅନ୍ବେଷଣ #eodishaorg #odishaclicks #odishaphotographers #templeseries #odishaclicks #odishatourism🌴 #historical #oldheritagesite taken in Lord Baladev Jew Temple by @asimsatapathy
19
2 years ago
Download
............ଅମୃତ-ନିଦାନ ପୁଣି ବିଷର ଆଧାର ।" taken in Bhubaneswar,Orissa by @asimsatapathy
6
7 days ago
Download
ଶ୍ରୀ ବରାହ ମହାପ୍ରଭୁ 🪷✨️⚜️

ଦ୍ଵିତୀୟେ ସୃଷ୍ଟିର ଆଗମେ। 
ସାଧିଲା ଯଜ୍ଞେଶ୍ବର ନାମେ || 

ପୂର୍ବେ ପ୍ରଳୟକାଳ ଜଳେ। 
ମହୀ ଯେ ଥିଲା ରସାତଳେ ||

ତକ୍ଷଣେ *କୋଳ ରୂପ ଧରି। 
ଦନ୍ତେ ତୋଳିଲେ ନରହରି || 

ଉଦ୍ଧରି ଜଳେ ବସାଇଲା। 
ବାରାହକଳ୍ପ ବୋଲାଇଲା ॥ (୭) 

- ଓଡିଆ ଭାଗବତ (ପ୍ରଥମ ସ୍କନ୍ଧ, ତୃତୀୟ ଅଧ୍ୟାୟ)

📍ଦକ୍ଷିଣ ପାର୍ଶ୍ବ-ଦେବତା , ଶ୍ରୀ ବଳଦେବଜୀଉ ମନ୍ଦିର, କେନ୍ଦୁଝରଗଡ, ଓଡିଶା
📸 ଚିତ୍ର ଉତ୍ତୋଳନ: @asimsatapathy 

#vishnu #lordvaraha #oldheritagesite #exploreodisha #keonjhar #explore #photography #baladevjewtemplekeonjhar #asimsatapathy #ବଣମଲ୍ଲୀଅନ୍ବେଷଣ #eodishaorg #odishaclicks #odishaphotographers #templeseries taken in Lord Baladev Jew Temple by @asimsatapathy
10
3 years ago
Download
Escape the ordinary. 👀 taken in Bhubaneswar, India by @asimsatapathy
4
10 months ago
Download
taken in Odisha State Museum by @asimsatapathy
0
2 months ago
Download
The college I never wanted to join 
gave me the person I never wanted to leave. IYKYK 😅 taken in Centurion University of Technology and Management by @asimsatapathy
10
a month ago
Download
Step into the world of Prahallada Nataka (ରଜା ନାଟ), an ancient 12-hour open-air traditional theatre native to Southern Odisha! 🎭✨
Originating in the mid-19th century through the royal patronage of Jalantara and popularized by legendary figures like poet Gourahari Parichha, this breathtaking art form brings the divine legend of Bhakta Prahallada and Lord Nrusingha to life.
From its unique 7-stepped Mancha representing the seven worlds to the sacred, century-old bear-hair masks and soul-stirring Odissi music led by the Gahaka, every single element of this heritage is pure magic.
However, today this magnificent tradition faces a harsh reality—with troupes dwindling from 172 to just around 50, it needs our attention now more than ever.
Swipe through to explore the royal roots, sacred rituals, and the rich legacy of Odisha's timeless theatre! ➡️
Let's preserve and celebrate our roots together. ❤️
📌 Credits:
Information Credit: @sonit.panigrahy
Portrait Credit: Google, @prasad.pragnya
#PrahalladaNataka #OdiaCulture #TraditionalTheatre #OdishaHeritage #Indianfolkart by @asimsatapathy
7
2 months ago
Download

Download All

Save the photos and videos currently loaded on this page.

0Photos
0Videos
Ready to download 0 / 0

Keep this tab open until your download is ready.

back to up