Instagram story viewer> @tiny_hunter_rk_> Tagged
POSTS STORIES REELS TAGGED
ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ମୋତେ ଭୁବନେଶ୍ୱର ଜୋନ ସଭାପତି ଭାବେ ମନୋନୀତ କରିଥିବାରୁ  ମୁଁ ଆମ ସଂଘର ପ୍ରାଣକର୍ତ୍ତା  ବଡ ଭାଇ ମାନ୍ୟବର ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ ଓ ସଂଘର ଆବାହକ ବଡ ଭାଇ ସୁମନ କୁମାର ସାହୁ, ରାଜେଶ ପାଣି,ସହଅବାହକ ବଡଭାଇ ଗୋପାଳ କୃଷ୍ଣ ସାହୁ ଏବଂ ରାଜ୍ୟ ସଭାପତି ଅରିୟାନଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ତତସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।
ଏହି ସଂଘର ସମସ୍ତ ନୂତନ କର୍ମକର୍ତ୍ତା ବୈଷୟିକ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ। 🥰🙏🏻
64
ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ମୋତେ ଭୁବନେଶ୍ୱର ଜୋନ ସଭାପତି ଭାବେ ମନୋନୀତ କରିଥିବାରୁ  ମୁଁ ଆମ ସଂଘର ପ୍ରାଣକର୍ତ୍ତା  ବଡ ଭାଇ ମାନ୍ୟବର ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ ଓ ସଂଘର ଆବାହକ ବଡ ଭାଇ ସୁମନ କୁମାର ସାହୁ, ରାଜେଶ ପାଣି,ସହଅବାହକ ବଡଭାଇ ଗୋପାଳ କୃଷ୍ଣ ସାହୁ ଏବଂ ରାଜ୍ୟ ସଭାପତି ଅରିୟାନଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । ତତସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।
ଏହି ସଂଘର ସମସ୍ତ ନୂତନ କର୍ମକର୍ତ୍ତା ବୈଷୟିକ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ।
11
A SETBACK IS A SET UP FOR A COМЕВАСК 😎🚨⚜️
.
.
.
.
.
.#viral #fly
#comeback #attitude 
#ego
10
back to up